ବୁଧବାର, ମାର୍ଚ୍ଚ 12, 2014

ଓଡ଼ିଶା ବାହାରେ ଓଡ଼ିଆ - ତୃତୀୟ ସଂଖ୍ୟା


ଓଡ଼ିଶା ବାହାରେ ଓଡ଼ିଆ
ଉତ୍କଳ ସାଂସ୍କୃତିକ ଶିବିର,‍ଭଦ୍ରକ,ଓଡ଼ିଶା ଆନୁକୂଲ୍ୟରେ ପ୍ରକାଶିତ
ଓଡ଼ିଶାର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦିଗର ବିଚ୍ଛିନ୍ନାଞ୍ଚଳ ସହିତ ଭାରତ ଓ ଭାରତ ବାହାରେ ବାସ କରୁଥିବା ଓଡ଼ିଆମନଙ୍କ ପାଇଁ ସଂପର୍କର ଏକ ସେତୁ
ନଭେମ୍ବେର୍-ଡିସେମ୍ବର ସଂଖ୍ୟା                                                            ୨୦୧୩
ଭାରତ ଗୀତିକା

ସର୍ବେଷାଂ ନୋ ଜନନୀ ଭାରତଧରଣୀ କଳ୍ପଲତେୟଂ|
ଜନନୀ ବସିଳତନୟଗଣୈସ୍ତତ‌୍‍ ସମ୍ୟକ‌୍‍ ଶର୍ମ ବିଧେୟମ‌୍‍|
ହିମଗିରି-ସୀମନ୍ତିତ-ମସ୍ତକମିଦମ‌୍‍ମ୍ବୁଧିପରିଗତପାର୍ଶ୍ବମ‌୍‍  |
ଅସ୍ମମ୍ମଜ୍ଜମ୍ମଦମନ୍ନଦିମନିଶଂ ଶ୍ରୌତ ପୁରାତନମାର୍ଷମ‌୍‍ |
ବିଜନିତହର୍ଷଂ ଭାରତବର୍ଷଂ ବିଶ୍ବୋକୃର୍ଷନିଦାନଂ|
ଭାରତ ଶର୍ମଣି କୃତମସ୍ମାଭିର୍ନବମିଦମୈକ୍ୟ ବିଧାନମ‌୍‍|
ଉତ‌୍‍କଳଗୌଡାନ୍ଧ୍ରୀୟାଃ ସଂପଦି ଯେ ବୟମନ୍ତ୍ର ସମେତାଃ|
ଏତେଚାପର ଜନପଦଜାନନୁ ଭାରତ-ବିହତ-ନକେତାଃ|
ଭାରତହିତ ସମ୍ପାଦନ ମେବ ହି କାର୍ଯ୍ୟମିଷ୍ଟବିପାକମ‌୍‍|
ଭାରତବର୍ଜ୍ଜଂ କିମପି ନ କାର୍ଯ୍ୟଂ ନିଶ୍ଚିତ ମିତ୍ୟସ୍ମାକଂ|
ଭାରତ ପଙ୍କଜଦଳମିଦମୁତ‌୍‍କଳ ମଣ୍ଡଳମିତି ବିଦିତଂ ଯତ‌୍‍|
ତସ୍ୟ କୃତେ ବୟମନ୍ତ୍ର ସମେତା ବିହିତା ଚୋତକଲସଂସତ‌୍‍|
ଭାରତମେକାଗତିରସ୍ମାକଂ ଚାପରାସ୍ତି ଭୁବି ନାମ|
ସର୍ବାଦୌ ପରିଷତ‌୍‍ କର୍ମଣି ତତ‌୍‍ ଭାରତନେବ ନମାମଃ|

ସଂପାଦକ ଉବାଚ
       
ଓଡ଼ିଶା ବାହାରେ ବାସ କରୁଥିବା ଓଡ଼ିଆମାନଙ୍କୁ ନିଜ ଜନ୍ମଭୂମି ଓଡ଼ିଶାର ପୁରପଲ୍ଲୀ ପ୍ରତି ଏକ ଆବେଗାମିକ ସଂପର୍କ ସ୍ଥାପନ କରିବା ପାଇଁ ଏହିପରି ବୁଲେଟିନ‌୍‍ର ଉଦ୍ଦେଶ୍ୟ| ବହୁ ଆଗ୍ରହୀ ଓଡ଼ିଆଙ୍କର ଆମେ ସାହାଯ୍ୟ / ସହଯୋଗର ପ୍ରତିଶ୍ରୁତି ପାଇଛୁଁ| ଭାରତ ବାହାରେ ଓଡ଼ିଆ, ଓଡ଼ିଶା ବାହାରେ ଓଡ଼ିଆ ଏବଂ ଓଡ଼ିଶାର ଏକଦା ଅଂଶ ବିଶେଷ ଥିବା - ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ - ଏହିପରି ତ୍ରିସ୍ତରୀୟ ବ୍ୟକ୍ତିଙ୍କ ପାଇଁ ଏହି ବୁଲେଟିନ‌୍‍ ଉଦ୍ଦିଷ୍ଟ| ଓଡ଼ିଶାର ଭୂଭାଗରେ ବାସ କରୁଥିବା ଓଡ଼ିଆଙ୍କ ସହିତ ଏହି ତ୍ରିସ୍ତରୀୟ ବ୍ୟକ୍ତିମାନଙ୍କର ଏକ ମାନସିକ ଏକତା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର|

ଉତ୍ସର୍ଗ
ଉତ୍କଳ ସମ୍ମିଳନୀରେ ବୋଲାଯାଉଥିବା ଭାରତ ଗୀତିକାସଂଗୀତର ରଚୟିତା କବିଙ୍କର ରାଧାନାଥ ରାୟ (୧୮୪୮-୧୯୦୮)ଙ୍କୁ ଓଡ଼ିଶା ବାହାରେ ଓଡ଼ିଆର ଏହି ତୃତୀୟ ସଂଖ୍ୟାଟି ଉତ୍ସର୍ଗ କରାଯାଉଛି|


No comments:

ଏକ ମନ୍ତବ୍ୟ ପୋଷ୍ଟ କରନ୍ତୁ