ଗୁରୁବାର, ମାର୍ଚ୍ଚ 13, 2014

ଉତ୍କଳ ସାଂସ୍କୃତିକ ଶିବିରର ବିଚ୍ଛିନ୍ନାଞ୍ଚଳ ଯାତ୍ରା



ଉତ୍କଳ ସାଂସ୍କୃତିକ ଶିବିରର ବିଚ୍ଛିନ୍ନାଞ୍ଚଳ ଯାତ୍ରା

ଉତ୍କଳ ସାଂସ୍କୃତିକ ଶିବିର,ଭଦ୍ରକ ତରଫରୁ ଡ. ମନୀନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଦଳ ଆସନ୍ତା ମାର୍ଚ୍ଚ ୩୦,୨୦୧୪ ତାରିଖ ଦିନ ଓଡ଼଼ିଶାର ବିଚ୍ଛିନ୍ନାଞ୍ଚଳ - ଷଢ଼େଇକଳା ଓ ଖରସୁଆଁ ଅଭିମୁଖେ ଯାଉଅଛି୤ ଏହି ଭ୍ରମଣ ସମୟରେ ସେମାନେ ସେହି ଓଡ଼ିଆ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟ, ଓଡ଼ିଆ ପାଠାଗାର, ଓଡିଆ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରି ସେଠାକାର ଚଳଣି,ପରମ୍ପରା, ପର୍ବ ପର୍ବାଣୀ ଓ ସଂସ୍କୃତି ବିଷୟରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ସେହି ବିଚ୍ଛିନ୍ନାଞ୍ଚଳ ଅଧିବାସୀମାନଙ୍କ ସହିତ ଭାବଗତ ସଂପ୍ରୀତି ସ୍ଥାପନ କରିବେ୤
ଏହି ଦଳରେ ଡ. ମହାନ୍ତିଙ୍କ ବ୍ୟତୀତ ଶ୍ରୀ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ, ଶ୍ରୀ ଗୌତମ ମହାରଣା, ଶ୍ରୀ ଧର୍ମେନ୍ଦ୍ର ବେହେରା, ଡ.ରାମଚନ୍ଦ୍ର ନାୟକ, ଶ୍ରୀ କାଳୀ ପ୍ରସନ୍ନ ବାରିକ(କଟକ), ଶ୍ରୀ ବଳରାମ ରଣସିଂହ( ଖୋର୍ଦ୍ଧା) ଓ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି(ବଡ଼ବିଲ) ଯିବା ପାଇଁ ସ୍ଥିର ହୋଇଛି୤ ଏହି ଦଳ ମାର୍ଚ୍ଚ ୩୦ ତାରିଖରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଷଢ଼େଇକଳା ଓ ଖରସୁଆଁର ବିଭିନ୍ନ ସ୍ଥାନ ଭ୍ରମଣ କରିବ୤
ଯୋଗାଯୋଗ : ଡ.ମନୀନ୍ଦ୍ର ମହାନ୍ତି, ମୋବାଇଲ ନଂ ୯୨୩୮୫୦୬୨୬୨.

ବୁଧବାର, ମାର୍ଚ୍ଚ 12, 2014

ସଂଯୋଜକ ମଣ୍ଡଳୀ





ସଂଯୋଜକ ମଣ୍ଡଳୀ -
(କ) ଭାରତ ବାହାର ଅଞ୍ଚଳ :
        ୧.ଅଷ୍ଟ୍ରେଲିଆ - ଶ୍ରୀ ଅନନ୍ୟ ବେହେରା, E-mail : ananya-behera@outbox.com
        ୨. ଆମେରିକା - ଡାକ୍ତର ଆଦିତ୍ୟ ସାମଲ, E-mail : cardiologist.Hudson, U.S.A,
                 Ph. 001/281/3201014          
        ୩. କୁଏତ‌୍‍ - ଶ୍ରୀ ଉପିଳ ଲୋଚନ ଚାନ୍ଦ, Head of the  Deptt. of Music,
                  Indians Central School,m Kuwait, Ph. 0096366389601 
୪. ଦକ୍ଷିଣ ଆଫ୍ରିକା - ଶ୍ରୀ ମନ୍ମୟ ମହାନ୍ତି, ohnnsburg, Gautang (South Africa),
                  Ph. 0027846860904E-mail : manmay.mohanty@gmail.com                 
(ଖ)    ବିଭିନ୍ନ ରାଜ୍ୟ :
        ୧. ଆସାମ - ଡ. ନିତ୍ୟାନନ୍ଦ ପଟ୍ଟନାୟକ (ନୂଆଗାଓଁ), Ph. 09435537222
        ୨. ଗୁଜରାଟ - ଶ୍ରୀ ଅଶୋକ ସାହୁ (ସୁରଟ), Ph. 09924147671
        ୩. ମହାରାଷ୍ଟ୍ର - ଶ୍ରୀ ଦେବଦତ୍ତ ନାୟକ, Pune, E-mail : devdattanayak@gmail.com,
                  Ph. 09004618590
                        ଇଂ ସେବକ ଶ୍ରୀକାନ୍ତ (ମୁମ୍ବାଇ), Ph. 09321655954
        ୪. ନୂଆଦିଲ୍ଲୀ - ଶ୍ରୀ ହରିହର ଶୁକ୍ଳ (ଆର‌୍‍.କେ. ପୁରମ‌୍‍), Ph. 09868805996,
                  E-mail : heriharshukla78@gmail.com   
ଡ. ପ୍ରମୋଦ ସର (NBT), Ph. 09818807450
        ୫. ତାମିଲନାଡ଼ୁ- ଶ୍ରୀ ବଟକୃଷ୍ଣ ମହାପାତ୍ର (ଚେନ୍ନାଇ), Ph. 09840673847,
                  E-mail : batakrushna@yahoo.co.in
        ୬. କର୍ଣ୍ଣାଟକ - ଶ୍ରୀ ସଞ୍ଜୟ କୁମାର ନାୟକ (ବେଙ୍ଗଲୁର), Ph. 09035722632,
                 E-mail : nayaksanjay30@gmail.com
(ଗ) ବିଚ୍ଛିନ୍ନାଞ୍ଚଳ :
        ୧. ପଶ୍ଚିମ ବଙ୍ଗଳା -     ଶ୍ରୀ ଦ୍ବାରକେଶ ପ୍ରସାଦ ପଟ୍ଟନାୟକ (ଖଡ଼ଗପୁର), Ph. 09002940305
                                ଶ୍ରୀ ଭାରତ ବିଜୟ ଦାସ, Ph. 09434792629
        ୨. ଝାଡ଼ଖଣ୍ଡ -          ଶ୍ରୀ ପ୍ରବୋଧ କୁମାର ମିଶ୍ର (ପୁରୁଣାବସ୍ତି), Ph. 09031759506
                                ଶ୍ରୀ ସରୋଜ କୁମାର ପ୍ରଧାନ, Ph. 09855966289
        ୩. ଛତିଶଗଡ଼ -                ଶ୍ରୀ କ୍ଷମାସାଗର ଭୋଇ, ବନୋରା,Ph.0818636905/09438342521        ୪. ଆନ୍ଧ୍ରପ୍ରଦେଶ -       ଶ୍ରୀ ଅଶୋକ କୁମାର ସାହୁ (ମଞ୍ଜୁଷା), Ph. 09861270999
                                ଶ୍ରୀ ଦିବାକର ଗ୍ଭୋଡ଼ (ଟିକାଲି), Ph. 09494164305


ଅନୁରୋଧ :
ଭାରତ ବାହାରେ ଅସଂଖ୍ୟ ଓଡ଼ିଆ ନିଜର ଜୀବିକା ନିର୍ବାହ ପାଇଁ ବାସ କରୁଛନ୍ତି| ସେମାନେ ନିଜର ଅନୁଭୂତି, ସାଂସ୍କୃତିକ ଅନୁଷ୍ଠାନ, ସମସ୍ୟା ଆଦି ସଂପର୍କରେ ଲେଖା ନିଜର ଫଟୋ ସହିତ ଇ-ମେଲରେ ପଠାଇବାକୁ ଅନୁରୋଧ କରାଯାଉଛି|
ସଂପାଦକ: ଡକ୍ଟର ମନୀନ୍ଦ୍ର ମହାନ୍ତି (ଅପର୍ଣ୍ଣା ସଦନ), ନୂଆ ବଜାର, ପୋ-ଭଦ୍ରକ, ଓଡ଼ିଶା, ପିନ‌୍‍-୭୫୬୧୦୦, ଫୋନ‌୍‍ : ୯୨୩୮୫୦୬୨୬୨, E-mail : m.manindra@gmail.com
ସହଯୋଗୀ :ଶ୍ରୀ ଆଶିଷ କୁମାର ନାୟକ, ଫୋନ- ୯୬୫୮୮୨୭୧୪୭, ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଫୋନ-୯୪୩୮୬୩୪୭୦୪, ଶ୍ରୀ ଗୌତମ ମହାରଣା, ଫୋନ- ୯୪୩୭୫୩୭୦୪୨, ଶ୍ରୀ ଧର୍ମେନ୍ଦ୍ର ବେହେରା, ଫୋନ-୯୪୩୭୫୩୧୭୭୪, ଶ୍ରୀ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ, ଫୋନ‌୍‍- ୯୨୩୭୦୦୧୪୦୮, ଶ୍ରୀ ବଳରାମ ରଣସିଂହ, ଫୋନ- ୯୯୩୮୫୨୧୩୮୪|